https://dailygoodnews22.blogspot.com/?m=1 ହେ ଯୀଶୁ ହେ
ପ୍ରଭୁ ଆସିଛୁ ତୁମ ପାଦ ତଳେ ଦରଶନ ଦିଅ ଥରେ .. (ଘୋଷା) ଏହି ଜଗତର ଅନ୍ଧକାର ପଥେ, ସଢୁଥିଲି ମୁଁ
ପାପରେ ଶୁଣି ଯୀଶୁ ନାମ ଦିଏ ପରିତ୍ରାଣ, (ପ୍ରଭୁ) ଆସିଛି ତୁମ ଚରଣେ |୧| ଶୁଣିଲି ମୁଁ ବାଣୀ
କ୍ରୁଶର କାହାଣୀ ମୋ ପାଇଁ ଦେଲ ଜୀବନ । ମୋର ପାପ ନେଇ ତୁମ ରକ୍ରେ ଧୋଇ, (ପ୍ରଭୁ) କର ମୋତେ ନୂତନ
| ୨| ତୁମେ ମୋ ରକ୍ଷକ ହୋଇ ମୋ ପାଳକ, ଦେଇଛ ତୁମ ଅନୁଗ୍ରହ । ତୁମ ନାମ ଗାଏ ସଦା ଆନନ୍ଦ ପାଏ,
(ଯୀଶୁ) ତାହା ମୁଁ ଚାହେଁ ଜୀବନେ